Advertisment

New Police District Declared: ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା। ରାଇରଙ୍ଗପୁର ହେଲା ନୂଆ ପୋଲିସ ଜିଲ୍ଲା। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ମୟୂରଭଞ୍ଜ ପୋଲିସ ଜିଲ୍ଲା ଭାଗ ହୋଇ ଗଠନ ହେଲା।

Police District

Police District Photograph: (OTV)

Advertisment

ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା । ରାଇରଙ୍ଗପୁରକୁ ନୂଆ ପୋଲିସ ଜିଲ୍ଲା ଗଠନ କଲେ ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ମୟୂରଭଞ୍ଜ ପୋଲିସ ଜିଲ୍ଲା ଭାଗ ହୋଇ ରାଇରଙ୍ଗପୁର ପୋଲିସ ଜିଲ୍ଲା ଗଠନ କରାଗଲା । 

Advertisment

ରାଇରଙ୍ଗପୁରରେ ରହିବ ଏହାର ମୁଖ୍ୟାଳୟ । ଏହାକୁ ମିଶାଇ ରାଜ୍ୟରେ ପୋଲିସ ଜିଲ୍ଲା ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏଁ ପୋଲିସ ଜିଲ୍ଲା ଗଠନ ହୋଇଛି ।

ଗଠନ ହେଲା ରାଇରଙ୍ଗପୁର ପୋଲିସ ଜିଲ୍ଲା
ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା
ରାଇରଙ୍ଗପୁର ହେଲା ନୂଆ ପୋଲିସ ଜିଲ୍ଲା
ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ମୟୂରଭଞ୍ଜ ପୋଲିସ ଜିଲ୍ଲା ଭାଗ ହୋଇ ଗଠନ ହେଲା
ରାଇରଙ୍ଗପୁରରେ ରହିବ ଏହାର ମୁଖ୍ୟାଳୟ
ରାଜ୍ୟରେ ପୋଲିସ ଜିଲ୍ଲା ସଂଖ୍ୟା ୩୫କୁ ବୃଦ୍ଧି
ପୂର୍ବରୁ ଗଞ୍ଜାମ ଓ ସୁନ୍ଦରଗଡ଼ରେ ରହିଛି ୨ଟି ଲେଖାଏଁ ପୋଲିସ ଜିଲ୍ଲା

Advertisment
Police Districts
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ