Advertisment

Fourth Rajya Sabha Seat Race: ଚତୁର୍ଥ ଆସନ ନେଇ ବଢ଼ିଲା କଳ୍ପନାଜଳ୍ପନା, ବିଜେଡି, କଂଗ୍ରେସ ନା ବାଜି ମାରିବ ବିଜେପି?

ଚତୁର୍ଥ ଆସନ ନେଇ ବଢ଼ିଲା କଳ୍ପନାଜଳ୍ପନା। ବିଜେଡି, କଂଗ୍ରେସ ନା ବାଜି ମାରିବ ବିଜେପି? ହାତ ମିଶାଇବେ କି କଂଗ୍ରେସ ବିଜେଡି? ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ। କୌଣସି ମୁହୂର୍ତ୍ତରେ ବି ପ୍ରାର୍ଥୀ ନାଁ ଘୋଷଣା। ବିଜେପି, ବିଜେଡିରୁ କିଏ ହେବେ ପ୍ରାର୍ଥୀ ?

author-image
Pramod Behera
Fourth Rajya Sabha Seat Race

ଚତୁର୍ଥ ଆସନ ନେଇ ବଢ଼ିଲା କଳ୍ପନାଜଳ୍ପନା Photograph: (OTV)

ରାଜ୍ୟସଭା ନିର୍ବାଚନକୁ ନେଇ ବଢ଼ିଲାଣି ରେସ୍। ଚତୁର୍ଥ ଆସନ କାହାକୁ ଯିବ ତାକୁ ନେଇ ବଢ଼ିଲାଣି କଳ୍ପନାଜଳ୍ପନା। ସେପଟେ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ୬ ସେଟ ଫର୍ମ କିଣିଛନ୍ତି। ଯାହାକୁ ନେଇ ନା ନା ଆକଳନ କରାଯାଉଛି। 

Advertisment

ଏପଟେ ବିଜେପି ପକ୍ଷରୁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ କସରତ ଚାଲିଛି। ଏସବୁ ଭିତରେ ଦିଲ୍ଲୀ ଯାଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ୫ ଜଣିଆ ତାଲିକାକୁ ନେଇ ହାଇକମାଣ୍ଡଙ୍କ ସହ ହେବ ଆଲୋଚନା।

  • କିଏ ନେବ ‘ଚତୁର୍ଥ ଆସନ’?
  • ଚତୁର୍ଥ ଆସନ ନେଇ ବଢ଼ିଲା କଳ୍ପନାଜଳ୍ପନା
  • ବିଜେଡି, କଂଗ୍ରେସ ନା ବାଜି ମାରିବ ବିଜେପି?
  • ହାତ ମିଶାଇବେ କି କଂଗ୍ରେସ ବିଜେଡି?
  • ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ
  • କୌଣସି ମୁହୂର୍ତ୍ତରେ ବି ପ୍ରାର୍ଥୀ ନାଁ ଘୋଷଣା
  • ବିଜେପି, ବିଜେଡିରୁ କିଏ ହେବେ ପ୍ରାର୍ଥୀ?
Advertisment
Rajya Sabha Odisha Politics Odisha News
Advertisment
Advertisment