2
Advertisment
ପୁରୀ: ବାତ୍ୟା ‘ଫୋନି’ ଯୋଗୁ ପୁରୀ ଶ୍ରୀମନ୍ଦିରର ୫ କୋଟି ୧୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। କ୍ଷୟକ୍ଷତିର ରିପୋର୍ଟ SRCଙ୍କୁ ଦିଆଯାଇଛି ଓ ଭାଙ୍ଗି ଯାଇଥିବା ମୂର୍ତ୍ତିର ମରାମତି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
Advertisment
‘ଫୋନି’ ବାତ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରାପାଳ ଜୟଙ୍କ ମୂର୍ତ୍ତି ଭାଙ୍ଗିବା ସହ ମନ୍ଦିର ଉପରେ ଥିବା ସିଂହମୂର୍ତ୍ତି ମଧ୍ୟ ଭାଙ୍ଗିଛି। ତା’ସହ ଲୁହା ଭାରା ଖସି ସାକ୍ଷୀଗୋପାଳ ଓ ବେଢ଼ାରେ ଅନ୍ୟ କିଛି ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2-3_1626424399.jpg)