Advertisment

ଖୋର୍ଦ୍ଧା-କେନ୍ଦୁଝରଗଡ଼ ପାସେଞ୍ଜର ହେବ ମେମୁ ଟ୍ରେନ୍‌

ଭୁବନେଶ୍ୱର : ରାଜ୍ୟର ମେମୁ ଟ୍ରେନ୍‌ ସେବାକୁ ବୃଦ୍ଧି କରାଯାଇଛି। ପୁରୀ-ଅନୁଗୋଳ ଯାଉଥିବା ମେମୁ ଟ୍ରେନର ବଗି ସଂଖ୍ୟାକୁ ବଢ଼ାଯାଇଛି। ଆସନ୍ତା ୧୧ ତାରିଖରୁ ପୁରୀ-ଅନୁଗୋଳ ମେମୁରେ ୧୬ଟି ବଗି ରହିବ। ଯାହା ରାଜ୍ୟର ସବୁଠାରୁ ଲମ୍ବା ମେମୁ ହେବ। ସେହିଭଳି ଖୋର୍ଦ୍ଧାରୁ କେନ୍ଦୁଝରଗଡ଼ ପାସେଞ୍ଜରକୁ ମଧ୍ୟ ମେମୁରେ ପରିବର୍ତ୍ତନ କରାଯାଇଛି। ଯାହା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏହି ଦୁଇଟି ଟ୍ରେନ ଦ୍ୱାରା ଅଧିକ ଯାତ୍ରୀ ଏଣିକି ଯାତାୟତ କରିପାରିବେ। ଏନେଇ ଆଜି ବିଧିବଦ୍ଧ […]

ଖୋର୍ଦ୍ଧା-କେନ୍ଦୁଝରଗଡ଼ ପାସେଞ୍ଜର ହେବ ମେମୁ ଟ୍ରେନ୍‌

train

Advertisment

ଭୁବନେଶ୍ୱର : ରାଜ୍ୟର ମେମୁ ଟ୍ରେନ୍‌ ସେବାକୁ ବୃଦ୍ଧି କରାଯାଇଛି। ପୁରୀ-ଅନୁଗୋଳ ଯାଉଥିବା ମେମୁ ଟ୍ରେନର ବଗି ସଂଖ୍ୟାକୁ ବଢ଼ାଯାଇଛି। ଆସନ୍ତା ୧୧ ତାରିଖରୁ ପୁରୀ-ଅନୁଗୋଳ ମେମୁରେ ୧୬ଟି ବଗି ରହିବ। ଯାହା ରାଜ୍ୟର ସବୁଠାରୁ ଲମ୍ବା ମେମୁ ହେବ।

Advertisment

ସେହିଭଳି ଖୋର୍ଦ୍ଧାରୁ କେନ୍ଦୁଝରଗଡ଼ ପାସେଞ୍ଜରକୁ ମଧ୍ୟ ମେମୁରେ ପରିବର୍ତ୍ତନ କରାଯାଇଛି। ଯାହା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏହି ଦୁଇଟି ଟ୍ରେନ ଦ୍ୱାରା ଅଧିକ ଯାତ୍ରୀ ଏଣିକି ଯାତାୟତ କରିପାରିବେ। ଏନେଇ ଆଜି ବିଧିବଦ୍ଧ ଭାବେ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ