Advertisment

OHPC ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ମାମଲାକୁ ନେଇ ତେଜିଲା ବିରୋଧ

ଧର୍ମଗଡ଼ : OHPC ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ମାମଲାକୁ ନେଇ ତେଜିଲା ବିରୋଧ। ମ୍ୟାନେଜର୍ ନାରାୟଣ ପ୍ରସାଦ ମେହେରଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ। ଧର୍ମଗଡ଼ OHPC ଅଫିସ୍ ଆଗରେ ଆଜି ଶତାଧିକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନାରାୟଣଙ୍କ ହତ୍ୟା ହୋଇଛି, ଏଥିରେ ଯେଉଁମାନେ ସଂପୃକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଗତ ୧୭ ତାରିଖରୁ ମ୍ୟାନେଜର ନିଖୋଜ ଥିଲେ । ଗତକାଲି ତାଙ୍କ […]

OHPC ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ମାମଲାକୁ ନେଇ ତେଜିଲା ବିରୋଧ

protest

Advertisment

ଧର୍ମଗଡ଼ : OHPC ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ମାମଲାକୁ ନେଇ ତେଜିଲା ବିରୋଧ। ମ୍ୟାନେଜର୍ ନାରାୟଣ ପ୍ରସାଦ ମେହେରଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ। ଧର୍ମଗଡ଼ OHPC ଅଫିସ୍ ଆଗରେ ଆଜି ଶତାଧିକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ନାରାୟଣଙ୍କ ହତ୍ୟା ହୋଇଛି, ଏଥିରେ ଯେଉଁମାନେ ସଂପୃକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଗତ ୧୭ ତାରିଖରୁ ମ୍ୟାନେଜର ନିଖୋଜ ଥିଲେ । ଗତକାଲି ତାଙ୍କ ଗଳିତ ମୃତଦେହ ମୁଖୀଗୁଡ଼ା ସ୍ଥିତ ଏକ ମୋବାଇଲ ଟାୱାରରୁ ମିଳିଥିଲା । ନିଖୋଜ ପରେ ଏନେଇ ଥାନାରେ ଏତଲା ଦେଇଥିଲେ ନାରାୟଣ ମେହେରଙ୍କ ପତ୍ନୀ। ତେବେ ଏନେଇ ପୁଲିସ୍ ତଦନ୍ତ କରିନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ