Presiding Officer Photograph: (OTV)
ନୂଆପଡ଼ା ଉପନିର୍ବାଚନରେ ନିୟୋଜିତ ଜଣେ ପ୍ରିଜାଇଡିଂ ଅଫିସର୍ ସସପେଣ୍ଡ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ। କୁଳିଆବନ୍ଧ ୩୬ ନଂ ବୁଥର ଧନଞ୍ଜୟ ମଲ୍ଲିକ ସସପେଣ୍ଡ ହୋଇଛନ୍ତି।
ଭୋଟର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସବୁ ମତଦାନ କେନ୍ଦ୍ର ଉପରେ ନଜର ସହ ମନିଟରିଂ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
• ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍ ସସପେଣ୍ଡ
• ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
• କୁଳିଆବନ୍ଧ ୩୬ ନଂ ବୁଥ୍ ର ଧନଞ୍ଜୟ ମଲ୍ଲିକ ସସ୍ ପେଣ୍ଡ
• ଭୋଟ୍ ର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/11/presiding-officer-2025-11-11-12-22-21.jpg)