Advertisment

ପିଆଜ ପରେ ଆଳୁ ପାଳି !

ଭୁବନେଶ୍ୱର : ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ଭାବରେ ବଢ଼ି ଚାଲିଛି। ୧୮ରୁ ୨୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ବିଭିନ୍ନ ଅଞ୍ଚଳରେ ୨୫ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଜଣେ ଗ୍ରାହକ କହିଛନ୍ତି, “ଭୁବନେଶ୍ୱର ୧ନମ୍ବର […]

ପିଆଜ ପରେ ଆଳୁ ପାଳି !

patato-2

Advertisment

ଭୁବନେଶ୍ୱର : ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ଭାବରେ ବଢ଼ି ଚାଲିଛି। ୧୮ରୁ ୨୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ବିଭିନ୍ନ ଅଞ୍ଚଳରେ ୨୫ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି।

Advertisment

ଜଣେ ଗ୍ରାହକ କହିଛନ୍ତି, “ଭୁବନେଶ୍ୱର ୧ନମ୍ବର ହାଟରେ ଆଳୁ ୨୫ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ ୩୦ ଟଙ୍କାରେ ଆଳୁ ବିକ୍ରି ହେଉଛି । ଆଳୁ ଦର ବୃଦ୍ଧି ହେବା ନେଇ ଯୋଗାଣ ବିଭାଗ କୌଣସି ଗୁରୁତ୍ୱ ଦେଉ ନାହିଁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ