car
Advertisment
ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ପଦ୍ମପୁରରୁ ଜବତ ହୋଇଛି ଦୁଇ ଲକ୍ଷ ଟଙ୍କା। ଏମ୍ଭିଆଇ ଚେକିଂ ବେଳେ ପଦ୍ମପୁର ମେଲଛା ମୁଣ୍ଡା ନିକଟ ଗୁଦେରପାଲିରୁ ଏତେ ପରିମାଣର ଟଙ୍କା ଜବତ ହୋଇଛି।
Advertisment
ଏକ କାର୍ରେ ଚାଲାଣ ହେବା ବେଳେ ପୁଲିସ୍ ଏହାକୁ ଜବତ କରିଛି। ଜବତ କାରର ନମ୍ବର ହେଉଛି OD17 K 1166। ସୋହେଲାର ସଞ୍ଜୟ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିବା ଜଣାପଡ଼ିଛି। ତେବେ ଏହି ଟଙ୍କା କାହା ପାଖକୁ ଏବଂ କାହିଁକି ଯାଉଥିଲା ସେ ନେଇ ଖୋଳତାଡ଼ କରୁଛି ମେଲଛାମୁଣ୍ଡା ପୁଲିସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/car-5_1626339561.jpg)