Advertisment

Ganja Smuggling Racket Busted: ବାହାରେ ପନିପରିବା, ଭିତରେ ଗଞ୍ଜେଇ; ମାଡି ବସିଲା ପୋଲିସ୍

ପନିପରିବା ଗାଡ଼ିରେ ଗଞ୍ଜେଇ ଚାଲାଣ। ୫୮୬ କିଲୋ ଗଞ୍ଜେଇ ଜବତ। ପିକ୍ଅପ ଭ୍ୟାନ ଜବତ, ଜଣେ ଗିରଫ। ଲମତାପୁଟ ଅଞ୍ଚଳରୁ ଚାଲାଣ ବେଳେ ମାଡି ବସିଲା ପୋଲିସ୍।

Ganja Smuggling

Ganja Smuggling Photograph: (OTV)

Advertisment

ପନିପରିବା ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା କାଶୀପୁର ପୋଲିସ। ୫୮୬ କିଲୋ ଗଞ୍ଜେଇ ସହ ପିକ୍ଅପ ଭ୍ୟାନ ଜବତ, ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଲେ ନାରଙ୍ଗବାଡି ଗାଁର ବିଶ୍ବମ୍ବର ନାଏକ। 

Advertisment

ଲମତାପୁଟ ଅଞ୍ଚଳରୁ  ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଖୁରିଗାଁ ଛକ ନିକଟରେ ପିକଅପ୍କୁ କାବୁ କରିଥିଲା। ଭ୍ୟାନରୁ ୨୩ ଟି ଗଞ୍ଜେଇ ବସ୍ତାରେ ଜବତ କରିବା ସହ ଏହା କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ୍।

Ganja Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ