Advertisment

ଏତଲା ନରଖିବାରୁ ନିଲମ୍ବିତ ହେଲେ ପୁଲିସ ଅଧିକାରୀ

ଢ଼େଙ୍କାନାଳ ( ରାଜଶ୍ରୀ ଶତପଥୀ) : ଏତଲା ନରଖିବାରୁ ନିଲମ୍ବିତ ହେଲେ ପୁଲିସ ଅଧିକାରୀ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ହାଡ଼ ଥାନା ଅଞ୍ଚଳରେ । ଅଭିଯୋଗ ଅନୁସାରେ, ବବିତା କବି ନାମକ ଜଣେ ମହିଳାଙ୍କୁ ଆକ୍ରମଣ ପରେ ଏତଲା ଦେବା ପାଇଁ ବାରମ୍ବାର ଥାନାକୁ ଯାଇ ନିରାଶ ହୋଇଥିଲେ । ଏପରିକି ଘଟଣା ନେଇ ଜ୍ଞାନ ରଞ୍ଜନ ବେହେରା ନାମକ ଜଣେ ଯୁବକ ଥାନାକୁ ପଚରା ଉଚୁରା ପାଇଁ ଯାଇଥିଲେ । ତେବେ […]

ଏତଲା ନରଖିବାରୁ ନିଲମ୍ବିତ ହେଲେ ପୁଲିସ ଅଧିକାରୀ

police-1

Advertisment

ଢ଼େଙ୍କାନାଳ ( ରାଜଶ୍ରୀ ଶତପଥୀ) : ଏତଲା ନରଖିବାରୁ ନିଲମ୍ବିତ ହେଲେ ପୁଲିସ ଅଧିକାରୀ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ହାଡ଼ ଥାନା ଅଞ୍ଚଳରେ ।

Advertisment

ଅଭିଯୋଗ ଅନୁସାରେ, ବବିତା କବି ନାମକ ଜଣେ ମହିଳାଙ୍କୁ ଆକ୍ରମଣ ପରେ ଏତଲା ଦେବା ପାଇଁ ବାରମ୍ବାର ଥାନାକୁ ଯାଇ ନିରାଶ ହୋଇଥିଲେ । ଏପରିକି ଘଟଣା ନେଇ ଜ୍ଞାନ ରଞ୍ଜନ ବେହେରା ନାମକ ଜଣେ ଯୁବକ ଥାନାକୁ ପଚରା ଉଚୁରା ପାଇଁ ଯାଇଥିଲେ । ତେବେ ତାଙ୍କୁ ମଧ୍ୟ ଥାନାଧିକାରୀ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ଢେଙ୍କାନାଳ ଏସପି ଅନୁପମା ଜେମସ କଙ୍କଡ଼ାହାଡ଼ ଥାନା ଏଏସଆଇ ଯଶୋବନ୍ତ ପୃଷ୍ଟିଙ୍କୁ ନିଲମ୍ବନ କରିବା ସହିତ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ