Advertisment

Police Medals On Republic Day: ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ, ୪୨ ଜଣ ସମ୍ମାନିତ

ସାଧାରଣତନ୍ତ୍ର ଦିବସ ଅବସରରେ ୪୨ ଜଣଙ୍କୁ ପ୍ରଦାନ କରାଗଲା ରାଜ୍ୟସ୍ତରୀୟ ପୋଲିସ ମେଡାଲ୍। ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ପ୍ରଦାନ କରାଯାଇଛି ରାଜ୍ୟପାଳ ପଦକ।

Honoured

Honoured Photograph: (OTV)

Advertisment

ସାଧାରଣତନ୍ତ୍ର ଦିବସ ଅବସରରେ ୪୨ ଜଣଙ୍କୁ ପ୍ରଦାନ କରାଗଲା ରାଜ୍ୟସ୍ତରୀୟ ପୋଲିସ ମେଡାଲ୍। ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ପ୍ରଦାନ କରାଯାଇଛି ରାଜ୍ୟପାଳ ପଦକ। ଏମାନଙ୍କ ଭିତରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ନୀତି ଶେଖର, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକ ଓ ପୁରୀ ଏସପି ପ୍ରତୀକ ସିଂ। 

Advertisment

ସେହିପରି ସାହସିକତା ପାଇଁ ୯ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ଦିଆଯାଇଛି ପୋଲିସ ମେଡାଲ୍। ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି।

୪୨ ଜଣଙ୍କୁ ପୋଲିସ ମେଡାଲ୍ 
ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ରାଜ୍ୟପାଳ ପଦକ
IG ନୀତି ଶେଖର, ସତ୍ୟଜିତ ନାଏକଙ୍କୁ ରାଜ୍ୟପାଳ ପଦକ
ପୁରୀ ଏସପି ପ୍ରତୀକ ସିଂଙ୍କୁ ରାଜ୍ୟପାଳ ପଦକ 
ସାହସିକତା ପାଇଁ ୯ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ 
ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ପୋଲିସ ମେଡାଲ୍
ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ

Advertisment
Police Medals Police Medals On Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ