Advertisment

ଜୁଆ ନିଶାରେ ମସଗୁଲ ପୁଲିସ କର୍ମଚାରୀ , ଭିଡ଼ିଓ ଭାଇରାଲ୍‌

ବ୍ରହ୍ମପୁର  : ଜୁଆ ନିଶାରେ ମସଗୁଲ ପୁଲିସ କର୍ମଚାରୀ । ୟୁନିଫର୍ମରେ ଥାଇ ଟଙ୍କା ବାଜି ଲଗାଇ ଜୋରସୋରରେ ଚାଲିଛି ତାସ୍ ଖେଳ । ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏମିତି ଏକ ଭିଡିଓ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ଏବଂ ଖେଳୁଥିବା ଏହି ପୁଲିସ କର୍ମଚାରୀମାନେ ଧରାକୋଟ ଥାନାର ବୋଲି ଜଣାପଡ଼ିଛି । କୌଣସି ବ୍ୟକ୍ତି ଏ ଭିଡିଓକୁ ନିଜ ମୋବାଇଲ୍ କ୍ୟାମେରାରେ ରେକର୍ଡ କରି ସୋଶାଲ୍ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ୍ […]

ଜୁଆ ନିଶାରେ ମସଗୁଲ ପୁଲିସ କର୍ମଚାରୀ , ଭିଡ଼ିଓ ଭାଇରାଲ୍‌

jua

Advertisment

ବ୍ରହ୍ମପୁର  : ଜୁଆ ନିଶାରେ ମସଗୁଲ ପୁଲିସ କର୍ମଚାରୀ । ୟୁନିଫର୍ମରେ ଥାଇ ଟଙ୍କା ବାଜି ଲଗାଇ ଜୋରସୋରରେ ଚାଲିଛି ତାସ୍ ଖେଳ । ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏମିତି ଏକ ଭିଡିଓ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ଏବଂ ଖେଳୁଥିବା ଏହି ପୁଲିସ କର୍ମଚାରୀମାନେ ଧରାକୋଟ ଥାନାର ବୋଲି ଜଣାପଡ଼ିଛି ।

Advertisment

କୌଣସି ବ୍ୟକ୍ତି ଏ ଭିଡିଓକୁ ନିଜ ମୋବାଇଲ୍ କ୍ୟାମେରାରେ ରେକର୍ଡ କରି ସୋଶାଲ୍ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ୍ ହେଉଛି। ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ରୋକିବା ପାଇଁ ଜୁଆ ଆଡ୍ଡାରେ ପୁଲିସ ପକ୍ଷରୁ ଘନଘନ ଚଢ଼ଉ କରାଯାଉଥିବା ବେଳେ, ଖୋଦ୍ ପୁଲିସ କର୍ମଚାରୀ ଜୁଆ ଖେଳିବା ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ