Bharat Bandh Photograph: (OTV)
Advertisment
ବ୍ରେକ୍ ଫେଲ୍ ହେଲା ପୋଲିସ ବସ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ। ଆଜି ବନ୍ଦ ବେଳେ ଏଭଳି ଘଟଣା ଘଟିଛି ରାୟଗଡା ସହରର ଶିରିଗୁଡ଼ା ଛକରେ। ଆଜି ବନ୍ଦ ଡାକରା ଦେଇଥିବା ବେଳେ ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା।
Advertisment
ଶତାଧିକ ଆନ୍ଦୋଳନକାରୀଙ୍କ ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ସେତିକିବେଳେ ଅଟକି ରହିଥିବା ପୋଲିସ ବସ ବ୍ରେକ ଫେଲ ହୋଇ ହଠାତ ଗଡିଗଲା। ତେବେ ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/bharat-bandh-2026-02-12-10-27-44.jpg)