Advertisment

ମାଡ଼ ମାରି ଦୁଇ ହାତ ଭାଙ୍ଗି ଦେଲା ପୋଲିସ!

ବ୍ରହ୍ମପୁର: ପୋଲିସର ନିର୍ଘାତ ମାଡ଼ରେ ଯୁବକଙ୍କ ଦୁଇ ହାତ ଭାଙ୍ଗିଥିବା ନେଇ ଅଭିଯୋଗ କରାଯାଇଛି। ଘଟଣାଟି ଗଂଜାମ ଜିଲ୍ଲା ବଡ଼ଥାନା ଅନ୍ତର୍ଗତ ସୁରେଖା ଦେଇପୁରର। ଯୁବକଙ୍କ ନାଁ ଅଜିତ ସ୍ୱାଇଁ। ଅଜିତ କୌଣସି କାମରେ ନିକଟ ବୁରଦା ଗାଁକୁ ଯାଇଥିଲେ। ସେଠାରୁ ସେ ଫେରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲେ। ଏହାପରେ ପୋଲିସ ତାଙ୍କୁ ମାଡ ମାରିଛି ବୋଲି ସେ ଅଭିଯୋଗ କରିଛନ୍ତି। ମାଡ ମାରିବା ପରେ ଅଜିତ୍‌ଙ୍କୁ ପୋଲିସ ପ୍ରଥମେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ […]

ମାଡ଼ ମାରି ଦୁଇ ହାତ ଭାଙ୍ଗି ଦେଲା ପୋଲିସ!

boy attack

Advertisment

ବ୍ରହ୍ମପୁର: ପୋଲିସର ନିର୍ଘାତ ମାଡ଼ରେ ଯୁବକଙ୍କ ଦୁଇ ହାତ ଭାଙ୍ଗିଥିବା ନେଇ ଅଭିଯୋଗ କରାଯାଇଛି। ଘଟଣାଟି ଗଂଜାମ ଜିଲ୍ଲା ବଡ଼ଥାନା ଅନ୍ତର୍ଗତ ସୁରେଖା ଦେଇପୁରର। ଯୁବକଙ୍କ ନାଁ ଅଜିତ ସ୍ୱାଇଁ। ଅଜିତ କୌଣସି କାମରେ ନିକଟ ବୁରଦା ଗାଁକୁ ଯାଇଥିଲେ। ସେଠାରୁ ସେ ଫେରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲେ। ଏହାପରେ ପୋଲିସ ତାଙ୍କୁ ମାଡ ମାରିଛି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ମାଡ ମାରିବା ପରେ ଅଜିତ୍‌ଙ୍କୁ ପୋଲିସ ପ୍ରଥମେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ