4
Advertisment
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡ଼ିଆ ଅଭୟାରଣ୍ୟରୁ ଜଣେ ଶିକାରୀକୁ ଗିରଫ କରାଯାଇଛି। ଗିରଫ ଶିକାରୀର ନାମ ପହଲି ମୁଦୁଲି। ଖୁମକୁଟ ଡ୍ୟାମ୍ ପାଖରେ ପହଲି ବିଦେଶୀ ପକ୍ଷୀଙ୍କୁ ଶିକାର କରିବାକୁ ଉଦ୍ୟମ କରୁଥିବାବେଳେ ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲା।
Advertisment
ତା ପାଖରୁ ଏକ ଫାଶ ମଧ୍ୟ ଜବତ ହୋଇଛି। ଜଙ୍ଗଲ ମଝିରେ ଡ୍ୟାମ୍ ଥିବାରୁ ବହୁ ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି। ଏହାର ସୁଯୋଗ ନେଇ ଶିକାରୀମାନେ ପକ୍ଷୀ ଶିକାର କରିବାକୁ ଚେଷ୍ଟା କରିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/4_1626429937.jpg)