/odishatv-khabar/media/post_attachments/uploadimage/library/16_9/16_9_0/results_1625437743.jpg)
results
ଭୁବନେଶ୍ୱର: +୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା୧୫ଟି କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
Advertisment
ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନ ହେବ ସେନେଇ କାରଣ ଦର୍ଶାଇବାକୁ କୁହାଯାଇଛି। ଏଥିସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନ ହେବ ସେନେଇ ମଧ୍ୟ ନୋଟିସ୍ ହୋଇଛି।
୭ ଦିନ ଭିତରେ ନୋଟିସ୍ର ଜବାବ ରଖିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।
ସୂଚନାଥାଉ କି, +୨ ବିଜ୍ଞାନରେ ୨୦ଟି କଲେଜରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ୧୫ଟି କଲେଜରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି।
Advertisment
ପଢ଼ନ୍ତୁ: ୧୫ କଲେଜରେ ରେଜଲ୍ଟ ଜିରୋ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)