Advertisment

Plus Two Exams Begin Tomorrow: ରାତି ପାହିଲେ ପ୍ଲସ ଟୁ ପରୀକ୍ଷା, ପରୀକ୍ଷା ଦେବେ ୪ ଲକ୍ଷରୁ ଅଧିକ

ରାତି ପାହିଲେ +୨ ପରୀକ୍ଷା। ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି +୨ ପରୀକ୍ଷା। ରେଗୁଲାରରେ ମୋଟ ୩ ଲକ୍ଷ ୭୬ ହଜାର ୫୩୫ ପରୀକ୍ଷାର୍ଥୀ। ଏକ୍ସ ରେଗୁଲାରରେ ୨୫ ହଜାର ୮୮ ଜଣ ପରୀକ୍ଷାର୍ଥୀ। ମୋଟ ୪ ଲକ୍ଷ ୧ ହଜାର ୬୨୩ ପରୀକ୍ଷାର୍ଥୀ ଦେବେ ପରୀକ୍ଷା।

author-image
Pramod Behera
Plus Two Exams Begin Tomorrow

ରାତି ପାହିଲେ ପ୍ଲସ ଟୁ ପରୀକ୍ଷା Photograph: (OTV)

ରାତି ପାହିଲେ ପ୍ଲସ ଟୁ ପରୀକ୍ଷା। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଚଳିତ ବର୍ଷ ମୋଟ ରେଗୁଲାରରେ ୩ ଲକ୍ଷ ୭୬ ହଜାର ୫୩୫ ଜଣ ପରୀକ୍ଷା ଦେଉଛନ୍ତି। ଏକ୍ସ ରେଗୁଲାରରେ ୨୫ ହଜାର ୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ମୋଟ ୪ ଲକ୍ଷ ୧ ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 

Advertisment

ସେଥିଲାଗି ୨୧୧ଟି ପରୀକ୍ଷା ହବ୍ କୁ ପ୍ରଶ୍ନପତ୍ର ପଠା ସରିଛି। କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ପହଁଚି ସାରିଛି। ପ୍ରଥମଥର ପାଇଁ GPS ବ୍ୟବସ୍ଥାରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯାଇଛି। ଏସବୁ ହବ୍ ରେ ୨୪ ଘଣ୍ଟିଆ ଲାଇଭ୍ ଷ୍ଟ୍ରିମିଙ୍ଗ ହେଉଛି। ଯୁକ୍ତଦୁଇ କାଉନସିଲରୁ ଏହାର ନିୟନ୍ତ୍ରଣ କରାଯାଉଛି।...

  • ରାତି ପାହିଲେ +୨ ପରୀକ୍ଷା
  • ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି +୨ ପରୀକ୍ଷା
  • ରେଗୁଲାରରେ ମୋଟ ୩ ଲକ୍ଷ ୭୬ ହଜାର ୫୩୫ ପରୀକ୍ଷାର୍ଥୀ
  • ଏକ୍ସ ରେଗୁଲାରରେ ୨୫ ହଜାର ୮୮ ଜଣ ପରୀକ୍ଷାର୍ଥୀ
  • ମୋଟ ୪ ଲକ୍ଷ ୧ ହଜାର ୬୨୩ ପରୀକ୍ଷାର୍ଥୀ ଦେବେ ପରୀକ୍ଷା
  • ୨୧୧ଟି ପରୀକ୍ଷା ହବ୍ କୁ ପଠାଯାଇଛି ପ୍ରଶ୍ନପତ୍ର
  • କଡ଼ା ସୁରକ୍ଷା ବଳୟରେ ରହିଛି ପ୍ରଶ୍ନପତ୍ର
  • ପ୍ରଥମଥର ପାଇଁ GPS ବ୍ୟବସ୍ଥାରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯାଇଛି
  • ହବ୍ ଗୁଡିକରୁ ୨୪ ଘଣ୍ଟିଆ ଲାଇଭ୍ ଷ୍ଟ୍ରିମିଂ ହେଉଛି
  • ଯୁକ୍ତ ଦୁଇ କାଉନସିଲରୁ ନିୟନ୍ତ୍ରଣ କରାଯାଉଛି
Advertisment
Odisha News Education Plus Two Exam
Advertisment
Advertisment