Advertisment

Bus Catches Fire: ଜଳିଗଲା ଯାତ୍ରୀବାହୀ ବସ୍, ସର୍ଟସର୍କିଟ ଯୋଗୁଁ ଲାଗିଲା ନିଆଁ

ଜଳିଗଲା OSRTC ବସ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବସ୍ ଟି ବିଜୟନଗରମରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା। ସାଲୁର ନିକଟରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ।

BUS

BUS Photograph: (OTV)

Advertisment

ଜଳିଗଲା OSRTC ବସ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବସ୍ ଟି ବିଜୟନଗରମରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା। ସାଲୁର ନିକଟରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ।
କୋରାପୁଟ ସୀମାନ୍ତ ସାଲୁର ଘାଟିରେ ରାଜ୍ୟ ସଡକ ପରିବହନ ବା OSRTC ବସରେ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା OSRTC ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । 
ବସଟି ବିଜୟନଗରମରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା । ସକାଳ ପ୍ରାୟ ୭ଟା ୩୦ରେ ଘାଟି ଚଢୁଥିବା ବେଳେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ବସରେ ୧୬ ଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି । ଆନ୍ଧ୍ରପ୍ରଦେଶ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି ।
•    ଜଳିଗଲା ଯାତ୍ରୀବାହୀ ବସ୍
•    ଜଳିଗଲା OSRTC ବସ୍
•    ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
•    ବସ୍ ଟି ବିଜୟନଗରମରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା
•    ସାଲୁର ନିକଟରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ

Advertisment
OSRTC Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ