PARADEEP Photograph: (OTV)
ପାରାଦୀପ ସମୁଦ୍ରରେ କୋଷ୍ଟ ଗାର୍ଡ ପକ୍ଷରୁ ଚାଲିଛି ସର୍ଚ୍ଚ ଓ ରେସ୍କ୍ୟୁ ୱାର୍କସପ୍ । କମାଣ୍ଡର କୋଷ୍ଟଗାର୍ଡଙ୍କ ପକ୍ଷରୁ ଏହି ଆୟୋଜନ କରାଯାଇଛି । ଆଞ୍ଚଳିକ ସାମୁଦ୍ରିକ ତଟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଅଭ୍ୟାସରେ ଭାଗ ନେଇଛନ୍ତି ରାଜ୍ୟ ସର୍ଚ୍ଚ ଓ ରେସ୍କ୍ୟୁ ଟିମ୍।
ଆଞ୍ଚଳିକ ସାମୁଦ୍ରିକ ତଟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଅଭ୍ୟାସ । ସ୍ମଗଲିଂ ଓ ଅନୁପ୍ରବେଶ ରୋକିବାକୁ ଚାଲିଛି ମଝି ସମୁଦ୍ରରେ ପ୍ରାକ୍ଟିସ । ସ୍ଥିତିର ମୁକାବିଲା ବେଳେ କେମତି କୋଷ୍ଟଗାର୍ଡ ସହ ସମନ୍ବୟ ରଖି ଅପରେସନ କରାଯିବ ସେନେଇ ଅଭ୍ୟାସ କରାଯାଉଛି । ସମୁଦ୍ରରେ କେମିତି ଶତ୍ରୁକୁ ଚେକ୍ ଦିଆଯିବ ତାହାର କରାଯାଉଛି ଅଭ୍ୟାସ।
• ପାରାଦୀପ ସମୁଦ୍ରରେ କୋଷ୍ଟଗାର୍ଡର ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ
• ଆଞ୍ଚଳିକ ସାମୁଦ୍ରିକ ତଟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଅଭ୍ୟାସ
• ଅଭ୍ୟାସରେ ଭାଗ ନେଇଛନ୍ତି କୋଷ୍ଟଗାର୍ଡ ସହ ରାଜ୍ୟ ସର୍ଚ୍ଚ ଓ ରେସ୍କ୍ୟୁ ଟିମ୍
• କୋଷ୍ଟଗାର୍ଡ ସହ ସମନ୍ବୟ ରଖି ଅପରେସନର ଅଭ୍ୟାସ
• ସମୁଦ୍ରରେ ଶତ୍ରୁକୁ ଚେକ୍ ଦେବାକୁ ଚାଲିଛି ପ୍ରାକ୍ଟିସ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/paradeep-2025-11-15-10-50-24.jpg)