Jaleswar Photograph: (OTV)
Advertisment
S.I.R ସର୍ଭେ ପାଇଁ ଓଡିଶା ଭିତରକୁ ପଶି ଆସିଥିବା ଦୁଇ ପଶ୍ଚିମବଙ୍ଗ ଅଧିକାରୀ ଙ୍କୁ ମାଡ ମାରିବା ଘଟଣା ରେ ୧୦୦ରୁ ଅଧିକ ଲୋକଙ୍କୁ ଉଠାଇ ନେଇଛି ଜଳେଶ୍ବର ପୋଲିସ। ଗତକାଲି ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହ ରେ ଅଟକ ରଖି ମାଡ ମାରି ଥିଲେ ଗ୍ରାମବାସୀ।
Advertisment
ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ମଧ୍ୟ ଅଟକ ରଖିଥିଲେ ଲୋକେ। ରାଇବଣିଆ ଥାନା ରାଜନଗର ପାଟଣା ଗ୍ରାମରେ ଘଟି ଥିଲା ଅଭାବନୀୟ ଘଟଣା। ପରେ ୨ ପ୍ଲାଟୁନ ପୋଲିସ ସମେତ ଜଳେଶ୍ୱର ଓ ବସ୍ତା ସବ୍ ଡିଭିଜନ ଥାନା ଅଧିକାରୀ ମାନେ ବିଲମ୍ବିତ ରାତିରେ ଚଢ଼ାଉ କରି ଶତାଧିକ ମହିଳା ଓ ପୁରୁଷ ଉଠାଇ ନେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/26/jaleswar-2026-02-26-11-27-06.jpg)