Advertisment

ପରିବହନ ମନ୍ତ୍ରୀ ପଦ୍ମନାଭଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଥର ନିର୍ବାଚନ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ବଦଳାଉଛନ୍ତି। ଏହାର ତଦନ୍ତ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ଯୁବକ ଭଗବାନ ବାଘ ଏନେଇ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଅଭିଯୋଗ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ଭଗବାନ ବାଘ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ଭଗବାନଙ୍କ ପୂର୍ବ ଏତଲାକୁ ଗ୍ରହଣ କରି ତଦନ୍ତ କରିବାକୁ କୋର୍ଟ ବୀରମହାରାଜପୁର ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ […]

ପରିବହନ ମନ୍ତ୍ରୀ ପଦ୍ମନାଭଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

padmanabha

Advertisment

ଭୁବନେଶ୍ୱର : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଥର ନିର୍ବାଚନ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ବଦଳାଉଛନ୍ତି। ଏହାର ତଦନ୍ତ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ଯୁବକ ଭଗବାନ ବାଘ ଏନେଇ ଅଭିଯୋଗ କରିଥିଲେ।

Advertisment

ମାତ୍ର ପୁଲିସ ଅଭିଯୋଗ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ଭଗବାନ ବାଘ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ଭଗବାନଙ୍କ ପୂର୍ବ ଏତଲାକୁ ଗ୍ରହଣ କରି ତଦନ୍ତ କରିବାକୁ କୋର୍ଟ ବୀରମହାରାଜପୁର ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ମନ୍ତ୍ରୀଙ୍କ ପ୍ରକୃତ ଶିକ୍ଷଗତ ଯୋଗ୍ୟତା ଜଣାପଡ଼ିବ।

ମାତ୍ର ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ