Advertisment

ପିଆଜକୁ ଛୁଇଁବାକୁ ଡ଼ର!

କଟକ : ପିଆଜ ଦର ଅଣାୟତ୍ତ।୧୦୦ଟଙ୍କାରେ ପାର କରି ୧୪୦ଟଙ୍କାରେ ପହଞ୍ଚିଲାଣି ଏହି ଅତ୍ୟାବଶ୍ୟକ ସାମଗ୍ରୀ। କଟକ ଛତ୍ରବଜାରରେ ପିଆଜ କିଲୋ ୧୪୦ ଟଙ୍କାରେ ବିକ୍ରି ହେଉଛି। ପରିସ୍ଥିତି ଏମିତି ହେଲାଣି ଯେ, ଲୋକେ ପିଆଜ କିଣିବାକୁ ଭୟ କରୁଛନ୍ତି। ପିଆଜର ଅହେତୁକ ଦରବୃଦ୍ଧି ଦାଉରୁ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ୨୫୬ଟି କାଉଣ୍ଟରରେ ପିଆଜ ବିକ୍ରି କରୁଥିବା କହୁଛନ୍ତି। ହେଲେ ସେ ସବୁ ସ୍ଥାନରେ ଠିକ୍ ସମୟରେ ପିଆଜ ମିଳୁନଥିବା […]

ପିଆଜକୁ ଛୁଇଁବାକୁ ଡ଼ର!

onion hike

Advertisment

କଟକ : ପିଆଜ ଦର ଅଣାୟତ୍ତ।୧୦୦ଟଙ୍କାରେ ପାର କରି ୧୪୦ଟଙ୍କାରେ ପହଞ୍ଚିଲାଣି ଏହି ଅତ୍ୟାବଶ୍ୟକ ସାମଗ୍ରୀ। କଟକ ଛତ୍ରବଜାରରେ ପିଆଜ କିଲୋ ୧୪୦ ଟଙ୍କାରେ ବିକ୍ରି ହେଉଛି। ପରିସ୍ଥିତି ଏମିତି ହେଲାଣି ଯେ, ଲୋକେ ପିଆଜ କିଣିବାକୁ ଭୟ କରୁଛନ୍ତି।

Advertisment

ପିଆଜର ଅହେତୁକ ଦରବୃଦ୍ଧି ଦାଉରୁ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ୨୫୬ଟି କାଉଣ୍ଟରରେ ପିଆଜ ବିକ୍ରି କରୁଥିବା କହୁଛନ୍ତି। ହେଲେ ସେ ସବୁ ସ୍ଥାନରେ ଠିକ୍ ସମୟରେ ପିଆଜ ମିଳୁନଥିବା ଲୋକେ ଅଭିଯୋଗ କରୁଛନ୍ତି। ଭୁବନେଶ୍ୱରର ଆଇଗିଣିଆ ଓ କଟକ ଛତ୍ରବଜାରକୁ ଯୋଗାଣ କମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ