/odishatv-khabar/media/post_attachments/uploadimage/library/16_9/16_9_0/iss_1620837859.jpg)
Eid
କଟକ: ଓଡ଼ିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ। ଅଂଜୁମାନ ଇସ୍ଲାମିଆ ଏହଲେ ସୁନ୍ନତଅଲ୍ ଜମାତ ଚାନ୍ଦ୍ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। କୋଭିଡ୍ କଟକଣା ମଧ୍ୟରେ ମସଜିଦରେ ନମାଜ ପାଠ ହେବ। ମସଜିଦ୍ରେ ସମୂହ ନମାଜ ପାଠ ହେବନି, ଇମାମଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ। କମିଟିର ସଭାପତି ମହମ୍ମଦ ଅବଦ୍ଦୁଲ ଆହେଦ ଏହି ଘୋଷଣା କରିଛନ୍ତି। ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାନଯିବାରୁ ୧୪ ତାରିଖ ଶୁକ୍ରବାର ଦିନ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)