Advertisment

ଦୁନିଆର ଆଲୋକ ଦେଖିବା ଆଶାରେ ପର କଥାରେ ଡାକ୍ତରଖାନା ଗଲେ କିନ୍ତୁ...

ଢେଙ୍କାନାଳ: ଆଶା ଥିଲା ଆଖି ଅପରେସନ ପରେ ଭଲ ଭାବେ ଦୁନିଆକୁ ଦଖିପାରିବେ। ସେହି ଆଶାରେ ପରକଥାରେ ରାଜି ହେ।ଇ ବାର୍ଦ୍ଧକ୍ୟ ଅବସ୍ଥାରେ ଡାକ୍ତରଖାନା ଗଲେ। ଆଖି ଅପରେସନ ବି ହେଲେ। କିନ୍ତୁ ଅପରେନସନ୍‌ର ସାତ ଦିନ ପରେ ଆଖି ସାମ୍ନାରେ ଯେଉଁ ଅନ୍ଧାରକୁ ସେଇ ଅନ୍ଧାର। ଏଭଳି ଦୁଃଖଦ ଘଟଣା ଘଟିଛି  କାମାକ୍ଷାନଗର ବଡବିଲାସାହିର ଧଳା ବେୱାଙ୍କ କ୍ଷେତ୍ରରେ। ଖବର ଅନୁଯାୟୀ,ଜାନୁୟାରୀ ୭ରେ ଏକ ସ୍ୱେଛାସେବୀ ସଂସ୍ଥାର ୨ ସଦସ୍ୟାଙ୍କ କଥାରେ ପଡ଼ି କଣ୍ଟାନାଳ ସ୍ଥିତ […]

ଦୁନିଆର ଆଲୋକ ଦେଖିବା ଆଶାରେ ପର କଥାରେ ଡାକ୍ତରଖାନା ଗଲେ କିନ୍ତୁ...

kkj

Advertisment

ଢେଙ୍କାନାଳ: ଆଶା ଥିଲା ଆଖି ଅପରେସନ ପରେ ଭଲ ଭାବେ ଦୁନିଆକୁ ଦଖିପାରିବେ। ସେହି ଆଶାରେ ପରକଥାରେ ରାଜି ହେ।ଇ ବାର୍ଦ୍ଧକ୍ୟ ଅବସ୍ଥାରେ ଡାକ୍ତରଖାନା ଗଲେ। ଆଖି ଅପରେସନ ବି ହେଲେ। କିନ୍ତୁ ଅପରେନସନ୍‌ର ସାତ ଦିନ ପରେ ଆଖି ସାମ୍ନାରେ ଯେଉଁ ଅନ୍ଧାରକୁ ସେଇ ଅନ୍ଧାର। ଏଭଳି ଦୁଃଖଦ ଘଟଣା ଘଟିଛି  କାମାକ୍ଷାନଗର ବଡବିଲାସାହିର ଧଳା ବେୱାଙ୍କ କ୍ଷେତ୍ରରେ।

Advertisment

ଖବର ଅନୁଯାୟୀ,ଜାନୁୟାରୀ ୭ରେ ଏକ ସ୍ୱେଛାସେବୀ ସଂସ୍ଥାର ୨ ସଦସ୍ୟାଙ୍କ କଥାରେ ପଡ଼ି କଣ୍ଟାନାଳ ସ୍ଥିତ ସର୍ବେଶର ମେମେ।ରିଆଲ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ ଧଳା। ଅସ୍ତ୍ରେ।ପଚାର ସାରି ୭ଦିନ ପରେ ଆଖିର ପଟି ଖେ।ଲିଲାବେଳକୁ ଯେଉଁ ଅନ୍ଧାରକୁ ସେଇ ଅନ୍ଧାର। ତାଙ୍କୁ କିଛି ଦେଖାଯାଉ ନଥିଲା ବୋଲି ଅଭିଯେ।ଗ କରିଛନ୍ତି ବୃଦ୍ଧା ମହିଳା ଧଳା ବେୱା।

ତେବେ ଆଖିର ଅନ୍ଧକାରକୁ ଦୂରେଇ ଆଲୋକ ଟିକେ ଦେଖିବା ପାଇଁ ସେ ବାରମ୍ବାର ଡାକ୍ତରଖାନା ଗଲେ। କିନ୍ତୁ କୌଣସି ସୁଫଳ ମିଳିନଥିବା ଧଳା କହିଛନ୍ତି। ଏସମ୍ପର୍କରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯେ।ଗ ଶିବିରକୁ ଆସି ଅଭିଯେ।ଗ କରିଛନ୍ତି ସେ।

Advertisment

ତେବେ ନିଜର ଅବହେଳା ପାଇଁ ଏଭଳି ଅବସ୍ଥା ହେ।ଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ତଥାପି ଆବଶ୍ୟକୀୟ ଅନୁଯାୟୀ ସହାୟତା ଦିଆଯିବ। ତେବେ ଏନେଇ ସମ୍ପୃକ୍ତ ମେଡିକାଲ୍ କର୍ତ୍ତୃପକ୍ଷ କିମ୍ବା ଅସ୍ତ୍ରେ।ପଚାର କରିଥିବା ଡାକ୍ତରଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ