Oil Mafia Attacks Journalist Photograph: (OTV)
ଝାରସୁଗୁଡାରେ ତେଲ ମାଫିଆଙ୍କ ଉନ୍ମତ୍ତକାଣ୍ଡ। ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ। ଝାରସୁଗୁଡା ବିମାନ ବନ୍ଦର ଥାନା ମାଳିମୁଣ୍ଡା ଆଇଓସିଏଲ ଡିପୋ ନିକଟରୁ ତେଲ ଟ୍ୟାଙ୍କରରୁ ଡିଜେଲ ଚୋରି ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ମାଡ଼।
ମାଫିଆମାନେ ୩ ଜଣ ସାମ୍ବାଦିକଙ୍କୁ ଛୁରୀ, ଭୁଜାଲି ଦେଖାଇ ଜୀବନରୁ ହତ୍ୟା କରିବାକୁ ଯୋଜନା କରିଥିବା ବେଳେ ମରଣାନ୍ତକ ଆକ୍ରମଣ କରିଥିଲେ। ସୂଚନା ପାଇ ସଦର ଏସଡିପିଓ, ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ତେଲ ମାଫିଆଙ୍କ କାର, ଡିଜେଲ ଜାର ଜବତ କରିଛନ୍ତି।
ଝାରସୁଗୁଡାରେ ତେଲ ମାଫିଆଙ୍କ ଉନ୍ମତ୍ତକାଣ୍ଡ
ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ
୩ ଅଭିଯୁକ୍ତ ଅଟକ, ତେଲ ମାଫିଆଙ୍କ କାର ଜବତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/oil-mafia-attacks-journalist-2026-01-17-09-33-34.jpg)