Advertisment

Odisha Tops Pollution Charts: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା, ଦେଶରେ ପ୍ରଥମ ସ୍ଥାନରେ ତାଳଚେର

ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା। ଦେଶରେ ପ୍ରଥମ ସ୍ଥାନରେ ରହିଛି ତାଳଚେର। ତାଳଚେର ଏକ୍ୟୁଆଇ ରହିଛି ୩୫୫। ୩୨୯ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ ସ୍ଥାନରେ।

Polluted Odisha

Polluted Odisha Photograph: (OTV)

Advertisment

ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା। ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର। ଦେଶର ୬ ସହରର ଏକ୍ୟୁଆଇ ସକାଳ ୯ଟା ସୁଦ୍ଧା ୩୦୦ ପାର କରି ଅତି ଖରପ ସ୍ତରରେ ପହଂଚିଛି। ଏହି ୬ ସହର ମଧ୍ୟରେ ଓଡି଼ଶାର ୪ ସହର ରହିଛି। 

Advertisment

୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୯ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ ସ୍ଥାନରେ ରହିଛି। ୩୨୪ ଏକ୍ୟୁଆଇ ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି। ସେହିପରି କଟକ ୩୦୪ ଓ ଭୁବନେଶ୍ବରରେ ଏକ୍ୟୁଆଇ ୩୦୨ ରହିଛି।

ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା
ଦେଶରେ ପ୍ରଥମ ସ୍ଥାନରେ ରହିଛି ତାଳଚେର
ତାଳଚେର ଏକ୍ୟୁଆଇ ରହିଛି ୩୫୫ 
୩୨୯ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ ସ୍ଥାନରେ
ତୃତୀୟ ସ୍ଥାନରେ ରହିଛି ବାରିପଦା
ବାରିପଦାର ଏକ୍ୟୁଆଇ ରହିଛି ୩୨୪ 
କଟକ ୩୦୪ ଓ ଭୁବନେଶ୍ବରରେ ୩୦୨ ଏକ୍ୟୁଆଇ
ଦେଶର ୬ ସହରର ଏକ୍ୟୁଆଇ ୩୦୦ ପାର

Advertisment
Most Polluted City Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ