Advertisment

Odisha to Shift Alcohol Packaging: ଏଣିକି କାଚ ବୋତଲରେ ମିଳିବନି ମଦ, ବଦଳିଯିବ ପ୍ୟାକେଟର ରୂପ

ଏଣିକି କାଚ ବୋତଲରେ ମିଳିବନି ମଦ। ବଦଳିଯିବ ମଦ ପ୍ୟାକେଟର ରୂପ। ଟେଟ୍ରା ପ୍ୟାକରେ ଆସିବ ମଦ। ରାଜ୍ୟରେ ମଦ ପ୍ୟାକିଂକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା।

Alcohol Packaging

Alcohol Packaging Photograph: (OTV)

Advertisment

ଏଣିକି କାଚ ବୋତଲରେ ମିଳିବନି ମଦ। ବଦଳିଯିବ ମଦ ପ୍ୟାକେଟର ରୂପ। ଟେଟ୍ରା ପ୍ୟାକରେ ଆସିବ ମଦ। ରାଜ୍ୟରେ ମଦ ପ୍ୟାକିଂକୁ ନେଇ ଏମିତି କିଛି ବଡ଼ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

Advertisment

ବଜାରରେ ମିଳୁଥିବା ସଫ୍ଟ ଡ୍ରିଙ୍କସ୍ ଭଳି ମଦର ପ୍ୟାକିଂ ହେବ। କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ମଦ ବିକ୍ରିକୁ ନେଇ ଆଲୋଚନା ହେଉଛି, ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଦୋହରାଇଛନ୍ତି। ପରିବେଶ ସୁରକ୍ଷା ପାଇଁ ଅନୁକୂଳ ହେବ ଟେଟ୍ରା ପ୍ୟାକ୍। 

ସାଧାରଣତଃ ମଦର କାଚ ବୋତଲ ଏଣେତେଣେ ଫୋପାଡ଼ା ଯାଏ ଫଳରେ ପରିବେଶ ଉପରେ ଏହାର ଖରାପ ବ୍ୟବହାର ସହ ଛୋଟ ବଡ଼ ଦୁର୍ଘଟଣା ବି ଘଟେ। ଗୃହରେ ଏନେଇ ପ୍ରଶ୍ନ କରିଥିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼।

Advertisment

Alcohol Excise Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ