/odishatv-khabar/media/post_attachments/uploadimage/library/16_9/16_9_0/corona-12_1625119960.jpg)
corona
ଭୁବନେଶ୍ୱର: ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ତୁଳନାରେ ଆଜି ଅଧିକ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୩୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୧୮ରେ ପହଞ୍ଚିଛି।
/odishatv-khabar/media/post_attachments/wp-content/uploads/2021/06/Capture-31.jpg)
ଚିହ୍ନଟ ୩,୩୭୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧୯୨୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୪୪୯ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଚିହ୍ନଟ ହୋଇଛନ୍ତି। ଏହି ୨ଟି ଜିଲ୍ଲାରେ ସଂକ୍ରମଣ କେତେବେଳେ କମୁଛି ତ ଆଉ କେତେବେଳେ ବୃଦ୍ଧି ପାଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି।
ଆଜି ଚିହ୍ନଟ ହୋଇଥିବା ୩,୩୭୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୯୩, ବାଲେଶ୍ୱରରୁ ୨୫୮, ବରଗଡ଼ରୁ ୩୫, ଭଦ୍ରକରୁ ୧୭୬, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧୯, କଟକରୁ ୪୬୮, ଦେବଗଡ଼ରୁ ୩, ଢେଙ୍କାନାଳରୁ ୫୮, ଗଜପତିରୁ ୧୨, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୩୫, ଯାଜପୁରରୁ ୨୧୦, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୨୧୯, କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୫୩୦, କୋରାପୁଟରୁ ୫୨, ମାଲକାନଗିରିରୁ ୮୦, ମୟୂରଭଞ୍ଜରୁ ୨୨୨, ନବରଙ୍ଗପୁରରୁ ୩୪, ନୟାଗଡ଼ରୁ ୧୩୫, ନୂଆପଡ଼ାରୁ ୮, ପୁରୀରୁ ୧୯୩, ରାୟଗଡ଼ାରୁ ୫୯, ସମ୍ବଲପୁରରୁ ୨୮, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨ ଓ ଷ୍ଟେଟ୍ ପୁଲ୍ରୁ ୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 29th June
New Positive Cases: 3371
In quarantine: 1922
Local contacts: 1449(Details of local contacts will be shared by concerned Dist Administration)
District Wise Cases:
1. Angul: 93
2. Balasore: 258
3. Bargarh: 35
4. Bhadrak: 176
5. Balangir: 12— I & PR Department, Odisha (@IPR_Odisha) June 30, 2021
6. Boudh: 19
7. Cuttack: 468
8. Deogarh: 3
9. Dhenkanal: 58
10. Gajapati: 12
11. Ganjam: 21
12. Jagatsinghpur: 135
13. Jajpur: 210
14. Jharsuguda: 15
15. Kalahandi: 11
16. Kandhamal: 29
17. Kendrapada: 219
18. Keonjhar: 70
19. Khurda: 530
20. Koraput: 52
21. Malkangiri: 80— I & PR Department, Odisha (@IPR_Odisha) June 30, 2021
22. Mayurbhanj: 222
23. Nawarangpur: 34
24. Nayagarh: 135
25. Nuapada: 8
26. Puri: 193
27. Rayagada: 59
28. Sambalpur: 28
29. Sonepur: 22
30. Sundargarh: 72
31. State Pool: 92New recoveries: 3520
Cumulative tested: 13759870
Positive: 909800
Recovered: 874307
Active case: 31422— I & PR Department, Odisha (@IPR_Odisha) June 30, 2021
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୯,୮୦୦ରେ ପହଞ୍ଚି ଥିବାବେଳେ ୮,୭୪,୩୦୭ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୩୧,୪୨୨ରହିଛି। ଗତକାଲି ୨,୬୪୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଥିଲା କରୋନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)