/odishatv-khabar/media/post_attachments/uploadimage/library/16_9/16_9_0/corona-5_1624529316.jpg)
corona
ଭୁବନେଶ୍ୱର: ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩,୬୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୨,୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧,୫୫୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୭୬୧ରେ ପହଞ୍ଚିଛି।
ଆଜି ହୋଇଥିବା ଚିହ୍ନଟ ୩,୬୫୦ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୧୨, ବାଲେଶ୍ୱରରୁ ୨୭୮, ବରଗଡ଼ରୁ ୪୫, ଭଦ୍ରକରୁ ୧୭୦, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୪୧, କଟକରୁ ୪୮୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୧୦, ଗଜପତିରୁ ୮, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୩୮, ଯାଜପୁରରୁ ୩୩୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୧୦୬, କେନ୍ଦୁଝରରୁ ୬୮, ଖୋର୍ଦ୍ଧାରୁ ୬୦୪, କୋରାପୁଟରୁ ୧୦୪, ମାଲକାନଗିରିରୁ ୬୭, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୬୯, ନୟାଗଡ଼ରୁ ୧୨୨, ନୂଆପଡ଼ାରୁ ୧୦, ପୁରୀରୁ ୧୮୭, ରାୟଗଡ଼ାରୁ ୧୦୬, ସମ୍ବଲପୁରରୁ ୩୫, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୦୬ ଓ ଷ୍ଟେଟ୍ ପୁଲ୍ରୁ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 23rd June
New Positive Cases: 3650
In quarantine: 2098
Local contacts: 1552(Details of local contacts will be shared by concerned Dist Administration)
District Wise Cases:
1. Angul: 112
2. Balasore: 278
3. Bargarh: 45
4. Bhadrak: 170
5. Balangir: 16— I & PR Department, Odisha (@IPR_Odisha) June 24, 2021
6. Boudh: 41
7. Cuttack: 485
8. Deogarh: 4
9. Dhenkanal: 110
10. Gajapati: 8
11. Ganjam: 14
12. Jagatsinghpur: 138
13. Jajpur: 332
14. Jharsuguda: 8
15. Kalahandi: 23
16. Kandhamal: 26
17. Kendrapada: 106
18. Keonjhar: 68
19. Khurda: 604
20. Koraput: 104
21. Malkangiri: 67— I & PR Department, Odisha (@IPR_Odisha) June 24, 2021
22. Mayurbhanj: 145
23. Nawarangpur: 69
24. Nayagarh: 122
25. Nuapada: 10
26. Puri: 187
27. Rayagada: 106
28. Sambalpur: 35
29. Sonepur: 22
30. Sundargarh: 106
31. State Pool: 89— I & PR Department, Odisha (@IPR_Odisha) June 24, 2021
New recoveries: 4052
Cumulative tested: 13353132
Positive: 890596
Recovered: 853012
Active cases: 33770— I & PR Department, Odisha (@IPR_Odisha) June 24, 2021
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୦,୫୯୬ରେ ପହଞ୍ଚି ଥିବାବେଳେ ୮,୫୩,୦୧୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୩୩,୭୭୦ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)