Advertisment

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ଯୋଗୁ ୧୩ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୯୬ରେ ପହଞ୍ଚିଛି। ସେଥିମଧ୍ୟରୁ ପୁରୀରୁ ସର୍ବାଧିକ ତିନିଜଣଙ୍କ ମୃତ୍ୟୁ ହୋଇଛି। ପୁରୀର ଜଣେ ୭୦ ବର୍ଷୀୟ ବୃଦ୍ଧ, ୬୦ ବର୍ଷୀୟ ବୃଦ୍ଧା ଏବଂ ୪୫ ବର୍ଷୀୟଙ୍କର ଜୀବନ ନେଇଛି କରୋନା। 11.A 48 year old male of Rayagada district who was […]

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ

covid1

Advertisment

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ଯୋଗୁ ୧୩ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୯୬ରେ ପହଞ୍ଚିଛି।

Advertisment

ସେଥିମଧ୍ୟରୁ ପୁରୀରୁ ସର୍ବାଧିକ ତିନିଜଣଙ୍କ ମୃତ୍ୟୁ ହୋଇଛି। ପୁରୀର ଜଣେ ୭୦ ବର୍ଷୀୟ ବୃଦ୍ଧ, ୬୦ ବର୍ଷୀୟ ବୃଦ୍ଧା ଏବଂ ୪୫ ବର୍ଷୀୟଙ୍କର ଜୀବନ ନେଇଛି କରୋନା।

https://twitter.com/HFWOdisha/status/1303207265843912704?s=20

ସେହିପରି ଗଞ୍ଜାମ (୫୮ ଓ ୫୦ ବର୍ଷୀୟ ପୁରୁଷ) ଏବଂ ରାୟଗଡ଼ାର ଦୁଇ ଜଣ ଲେଖାଏ କରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ, କନ୍ଧମାଳ, ମୟୂରଭଞ୍ଜ ଏବଂ ସୋନପୁରର ଜଣେ ଲେଖାଏଙ୍କର ମୃତ୍ୟୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ