Maoists to Surrender Photograph: (OTV)
Advertisment
ମାଓବାଦୀ ଧରାନ୍ତୁ ମାଲେମାଲ ହୁଅନ୍ତୁ | ଏହା କହୁଛି ଓଡିଶା ପୋଲିସର ପୋଷ୍ଟର | ବଲାଙ୍ଗିର ଜିଲ୍ଲାର ମାଓ ଇଲାକା ଭାବରେ ପରିଚିତ ଗନ୍ଧମାର୍ଦନ ଅଂଚଳରେ ପୋଷ୍ଟର ଲଗାଇଛି ପୋଲିସ | ପୋଷ୍ଟରରେ ହିଂସା ଛାଡି ମାଓବାଦୀ ମାନେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି |
Advertisment
କିଛି ହାର୍ଡକୋର ମାଓବାଦୀଙ୍କୁ ଧରାଇଦେଲେ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି | ମାଓବାଦୀ ସୁଦର୍ଶନ ଓରଫ ବିକାଶକୁ ଧରାଇଦେଲେ ସବୁଠୁ ଅଧିକ ୬୫ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି |
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/maoists-to-surrender-2026-02-19-09-57-35.jpg)