Advertisment

ଚାଷୀର ପିଛା ଛାଡ଼ୁନି ସମସ୍ୟା

ଗଞ୍ଜାମ: ଚାଷୀର ପିଛା ଛାଡ଼ୁନି ସମସ୍ୟା। ଧାନମଣ୍ଡି ଖୋଲିଲା ଓ ବନ୍ଦ ହୋଇଗଲା। କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ବିକ୍ରି କରି ନପାରି ହତାସ୍ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ମଶାବାଡି ଗାଁର ଚାଷୀ। ଏହି ଗାଁର ଚାଷୀମାନଙ୍କର କୋକଲବା ସୋସାଇଟି ଧାନମଣ୍ଡିରେ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜିକରଣ ହୋଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଧାନ ବିକ୍ରି ହୋଇପାରିନାହିଁ। ସେପଟେ, ଗତ ଫେବୃଆରୀ ୨୮ ତାରିଖରୁ ଧାନମଣ୍ଡି ବନ୍ଦ ହୋଇସାରିଲାଣି। ଫଳରେ କମ୍ ଦରରେ […]

ଚାଷୀର ପିଛା ଛାଡ଼ୁନି ସମସ୍ୟା

farmer

Advertisment

ଗଞ୍ଜାମ: ଚାଷୀର ପିଛା ଛାଡ଼ୁନି ସମସ୍ୟା। ଧାନମଣ୍ଡି ଖୋଲିଲା ଓ ବନ୍ଦ ହୋଇଗଲା। କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ବିକ୍ରି କରି ନପାରି ହତାସ୍ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ମଶାବାଡି ଗାଁର ଚାଷୀ। ଏହି ଗାଁର ଚାଷୀମାନଙ୍କର କୋକଲବା ସୋସାଇଟି ଧାନମଣ୍ଡିରେ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜିକରଣ ହୋଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଧାନ ବିକ୍ରି ହୋଇପାରିନାହିଁ।

Advertisment

ସେପଟେ, ଗତ ଫେବୃଆରୀ ୨୮ ତାରିଖରୁ ଧାନମଣ୍ଡି ବନ୍ଦ ହୋଇସାରିଲାଣି। ଫଳରେ କମ୍ ଦରରେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଏଭଳି ପରିସ୍ଥିତିରେ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ମଶାବାଡି ଗାଁ ଚାଷୀ।

ଅନ୍ୟପଟେ, ନିର୍ବାଚନ ପରେ ଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ଉପଜିଲ୍ଲାପାଳ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ