Advertisment

ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପୁଣି ସୋଶାଲ୍ ମିଡିଆରେ ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ। ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନଙ୍କୁ ତରଭା ବ୍ଲକର କୁଟାସିରା ଗାଁରେ ଭୋଟରମାନେ ବିରୋଧ କରିଛନ୍ତି। ଗତ ଶୁକ୍ରବାର ଦିନ ନିରଞ୍ଜନ ଗାଁକୁ ପ୍ରଚାର ପାଇଁ ଯାଇଥିଲେ। ହେଲେ ମିଛ ବିକାଶର ଡିଣ୍ଡିମ ପିଟୁଥିବା ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିବା କି ବୋଲି […]

ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ

sonpur

Advertisment

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପୁଣି ସୋଶାଲ୍ ମିଡିଆରେ ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ। ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନଙ୍କୁ ତରଭା ବ୍ଲକର କୁଟାସିରା ଗାଁରେ ଭୋଟରମାନେ ବିରୋଧ କରିଛନ୍ତି।

Advertisment

ଗତ ଶୁକ୍ରବାର ଦିନ ନିରଞ୍ଜନ ଗାଁକୁ ପ୍ରଚାର ପାଇଁ ଯାଇଥିଲେ। ହେଲେ ମିଛ ବିକାଶର ଡିଣ୍ଡିମ ପିଟୁଥିବା ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିବା କି ବୋଲି ପ୍ରଶ୍ନ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଦୁଇଦିନ ତଳେ ଡୁଙ୍ଗୁରିପାଲିର କର୍ଲାଜୁରୀରେ ସଭା କରୁଥିବାବେଳେ ମନ୍ତ୍ରୀଙ୍କୁ ବିରୋଧର ସାମନା କରିବାକୁ ପଡ଼ିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମନ୍ତ୍ରୀ ଭୋଟରଙ୍କୁ ଧମକାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ