Advertisment

High Court Summons Usha Padhee: ଅଦାଲତ ଅବମାନନା; ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ

ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ। ଅଦାଲତ ଅବମାନନା ମାମଲାରେ ସଚିବ ହାଜିରା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Usha Padhy

High Court Summons Usha Padhee Photograph: (OTV)

Advertisment

ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ। ଅଦାଲତ ଅବମାନନା ମାମଲାରେ ସଚିବ ହାଜିରା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି। 

Advertisment

ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ ନିର୍ଦ୍ଦେଶ ରହିଛି। ଏହା ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ଆଉ ହାଜର ହେବେନି।

ଅଦାଲତ ଅବମାନନା ମାମଲା 
ଅଡୁଆରେ ନଗର ଉନ୍ନୟନ ସଚିବ, ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ କଟକ ଜିଲ୍ଲପାଳ
ହାଜିରା ସୁନିଶ୍ଚିତ କରିବା ପାଇଁ ପୋଲିସ କମିସନରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ସଚିବ ଉଷା ପାଢ଼ୀ ଏବଂ ଅନ୍ୟମାନଙ୍କ ହାଜିରା ପାଇଁ ନିର୍ଦ୍ଦେଶ  
ଆସନ୍ତା ୩୦ ତାରିଖ ସକାଳ ସାଢେ ୧୦ଟାରେ ହାଜର କରାଇବାକୁ ନିର୍ଦ୍ଦେଶ
ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ହେବେନି ହାଜର  

Advertisment
Highcourt Odisha Usha Padhee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ