/odishatv-khabar/media/post_attachments/uploadimage/library/16_9/16_9_0/cabinet_1620654328.jpg)
cabinet
- ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର
- ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିବେ ଗ୍ଲୋବାଲ ଟେଣ୍ଡର
- ଗ୍ଲୋବାଲ ଟେଣ୍ଡର କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି
- ବିଭିନ୍ନ ଟିକା କଂପାନୀରୁ ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର
- ରାଜ୍ୟବାସୀ ସୁବିଧାରେ ଟିକା ପାଇବାକୁ ସରକାରଙ୍କ ପଦକ୍ଷେପ
- ଗ୍ଲୋବାଲ ଟେଣ୍ଡର ପାଇଁ ଗଠନ ହେବ ବୈଷୟିକ କମିଟି
- କମିଟି ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା ଉପରେ ବିଶଦ ଧ୍ୟାନଦେବ
Advertisment
ଭୁବନେଶ୍ୱର: ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର। ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିବେ ଗ୍ଲୋବାଲ ଟେଣ୍ଡରା। ଗ୍ଲୋବାଲ ଟେଣ୍ଡର କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ଟିକା କଂପାନୀରୁ ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର। ରାଜ୍ୟବାସୀ ସୁବିଧାରେ ଟିକା ପାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)