No Promotion Photograph: (OTV)
ସମ୍ପତ୍ତି ତାଲିକା ନଦେଲେ ବାବୁଙ୍କର ହେବନି ପ୍ରମୋସନ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା କଡ଼ା ଚିଠି । ଏନେଇ ସବୁ ବିଭାଗକୁ ଚିଠି ଲେଖିଲେ ସରକାର । ଜାନୁଆରି ୨୦୧୫ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହା ପୂର୍ବରୁ ବହୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମ୍ପତ୍ତି ତାଲିକା ଦେବାକୁ ଚିଠି ଲେଖାଯାଇଥିଲା । ହେଲେ ଅନେକ ବାବୁ ଏଯାଏଁ ଦେଇନାହାନ୍ତି ସମ୍ପତ୍ତି ତାଲିକା। ତେଣୁ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ସରକାର ।
• କଠୋର ହେଲେ ସରକାର
• ସମ୍ପତ୍ତି ତାଲିକା ନଦେଲେ ବାବୁଙ୍କର ହେବନି ପ୍ରମୋସନ
• ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା କଡ଼ା ଚିଠି
• ସବୁ ବିଭାଗକୁ ଚିଠି ଲେଖିଲେ ସରକାର
• ଜାନୁଆରି ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଥିଲା
• ପୂର୍ବରୁ ବହୁବାର ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖାଯାଇଛି
• ଅନେକ ବାବୁ ଏଯାଏଁ ଦେଇନାହାନ୍ତି ସମ୍ପତ୍ତି ତାଲିକା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/30/no-promotion-2025-11-30-14-09-34.jpg)