Advertisment

Direct Recruitment: ସିଧା ନିଯୁକ୍ତ, ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା କନେଷ୍ଟବଳ ପଦବୀ

ସିଧାସଳଖ ନିଯୁକ୍ତ ହେବେ ୪୨୧୯ ପୋଲିସ କନେଷ୍ଟବଳ। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ। ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଲା ଗୃହ ବିଭାଗ।

Recruitment

Recruitment Photograph: (OTV)

Advertisment

ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଲ ପଦବୀ। ୪୨୧୯ ପୋଲିସ କନଷ୍ଟେବଲ ପଦବୀ ପାଇଁ ସିଧାସଳଖ ନିଯୁକ୍ତ କରାଯିବ ପ୍ରାର୍ଥୀଙ୍କୁ। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ଏ ସଂପର୍କରେ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛି ଗୃହ ବିଭାଗ। ଆବଶ୍ୟକ ନିୟମାବଳୀ ପାଳନ କରି ସିଧା ନିଯୁକ୍ତି ଦିଆଯିବ ବୋଲି ଚିଠିରେ ଦର୍ଶାଯାଇଛି।

Advertisment

ଅଧିକ ଦେଖନ୍ତୁ:


•    ସିଧା ନିଯୁକ୍ତ ହେବେ କନେଷ୍ଟବଳ
•    ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନେଷ୍ଟବଳ ପଦବୀ
•    ସିଧାସଳଖ ନିଯୁକ୍ତ ହେବେ ୪୨୧୯ ପୋଲିସ କନେଷ୍ଟବଳ
•    ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ
•    ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଲା ଗୃହ ବିଭାଗ
•    ଆବଶ୍ୟକ ନିୟମାବଳୀ ପାଳନ କରି ସିଧା ନିଯୁକ୍ତି ଦିଆଯିବ

Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ