Advertisment

Anganwadi Kids To Get Better Quality Uniforms: ବଢିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ

ବଢିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ଅଙ୍ଗନବାଡି ଶିଶୁଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି। ସ୍କୁଲର ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ।

author-image
Pramod Behera
Anganwadi Kids To Get Better Quality Uniforms

ବଢିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ Photograph: (OTV)

ବଢିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ଅଙ୍ଗନବାଡି ଶିଶୁଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି। ସ୍କୁଲର ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ।

Advertisment

ଅଙ୍ଗନବାଡ଼ି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ। ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ୧୭୫ ଟଙ୍କା ହୋଇଛି। ସେହିପରି ବାଳିକାଙ୍କ ପୋଷାକ ପାଇଁ ମୂଲ୍ୟ ୧୫୦ରୁ ବଢ଼ି ୨୨୫ ଟଙ୍କା ହୋଇଛି। ସେହିଭଳି ଜୋତା ପାଇଁ ମୂଲ୍ୟ ୧୦୦ରୁ ବଢ଼ି ୧୫୦ ଟଙ୍କା ହୋଇଛି। ଏମିତି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Odisha News Anganwadi Centres Anganwadi
Advertisment
Advertisment