Advertisment

Good News for Chit Fund Depositors: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର, ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର । କ୍ଷତିଗ୍ରସ୍ତଙ୍କୁ ପୁଣି ସମୟ ଦେଲେ ରାଜ୍ୟ ସରକାର । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଟଙ୍କା ଫେରସ୍ତ ପ୍ରକ୍ରିୟା ।

Cheatfund

Cheatfund Photograph: (OTV)

Advertisment

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର । କ୍ଷତିଗ୍ରସ୍ତଙ୍କୁ ପୁଣି ସମୟ ଦେଲେ ରାଜ୍ୟ ସରକାର । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ଜାନୁଆରୀ ୩୧ ଅବଧିକୁ ମାର୍ଚ୍ଚ ୩୧ ଯାଏଁ ବଢ଼ାଇଛନ୍ତି ରାଜ୍ୟ ସରକାର । ୮ରୁ ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉଛି । 

Advertisment

ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ କ୍ଷତିଗ୍ରସ୍ତମାନେ ଆବେଦନ କରିପାରିବେ । ଆବେଦନର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ ଜମାକାରୀ । ଜାନୁଆରୀ ୩୧ରେ ଫେରସ୍ତ ଅବଧି ସରୁଥିବାବେଳେ ଏହାକୁ ମାର୍ଚ୍ଚ ୩୧ଯାଏଁ ବଢାଇଛନ୍ତି ସରକାର ।

Chit Fund Case Chit-fund
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ