OSMA Photograph: (OTV)
ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମସା ସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କଲା ଡାକ୍ତର ସଂଘ । ସରକାରଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ଓହରିଲେ । ସରକାରୀ ପ୍ରକ୍ରିୟା ପାଇଁ କିଛି ସମୟ ଆବଶ୍ୟକ । ତେଣୁ ସରକାରଙ୍କୁ ସମୟ ଦେବା ଦରକାର।
ସେଥିପାଇଁ ଡାକ୍ତର ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ବୋଲି ସଂଘ କହିଛି । କିଛି ଦାବି ପୂରଣ ନେଇ ଆଜି ସରକାରୀ ନିର୍ଦ୍ଦେଶ ବାହାରିବ । ଆଉ କିଛି ଦାବି ପୂରଣ ପାଇଁ ସମୟ ଦିଆଯାଇଛି । ନଭେମ୍ବର 26ରୁ ଘଣ୍ଟିକିଆ ଏବଂ ଗତ 5 ତାରିଖରୁ ୨ ଘଂଟିଆ ଓପିଡି ବନ୍ଦ କରି ଆନ୍ଦୋଳନ କରୁଥିଲେ ଡାକ୍ତର ସଂଘ ।
• ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ
• ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ
• ପ୍ରତିଶ୍ରୁତି ଅନୁସାରେ ଆନ୍ଦୋଳନ ସ୍ଥଗିତ କହିଲେ OMSA ସଭାପତି ଓ ସମ୍ପାଦକ
• ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା
• ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦାଳନରୁ ଓହରିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/08/osma-2026-01-08-15-43-48.jpg)