recovery-rate
ଭୁବନେଶ୍ୱର: ଆଜି ରାଜ୍ୟରେ ୨୬୧୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା- ୪୩୮, କଟକ- ୨୦୪, ଅନୁଗୁଳ- ୧୪୮, ଯାଜପୁର- ୧୧୯, ବାଲେଶ୍ୱର- ୧୧୩, ସମ୍ବଲପୁର- ୧୦୯, ମୟୂରଭଞ୍ଜ-୯୯, ବଲାଙ୍ଗିର- ୯୫, ନବରଙ୍ଗପୁର- ୯୧, ବରଗଡ଼- ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଜଗତସିଂହପୁର- ୭୮, ଭଦ୍ରକ- ୬୯, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୬୮ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର ଓ ନୂଆପଡ଼ାରୁ ୬୧ ଲେଖାଏଁ, ପୁରୀ- ୫୪, ସୁବର୍ଣ୍ଣପୁର- ୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କଳାହାଣ୍ଡି- ୫୨, କୋରାପୁଟ- ୫୦, କନ୍ଧମାଳ- ୪୫, ନୟାଗଡ଼- ୪୧, ଗଞ୍ଜାମ- ୩୪, ଢେଙ୍କାନାଳ- ୩୦, ମାଲକାନଗିରି- ୨୮, ବୌଦ୍ଧ- ୧୮, ଦେବଗଡ଼- ୧୩, ଗଜପତି- ୧୨, ରାୟଗଡ଼ା- ୧୨, ଷ୍ଟେଟପୁଲ୍- ୯୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨,୪୬,୮୩୭ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/recovery-rate_1625212053.jpg)