Advertisment

Brahmapur Girl Meets Prime Minister: ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବ୍ରିନ୍ଦା ରାଣୀ ପଣ୍ଡା

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଲେ ବ୍ରିନ୍ଦା ରାଣୀ ପଣ୍ଡା। ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ରୀ ବ୍ରିନ୍ଦା ରାଣୀ ପଣ୍ଡା। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ଭାଗ ନେଇ ମୋଦିଙ୍କୁ ସାକ୍ଷାତ କଲେ।

author-image
Pramod Behera
Brahmapur Girl Meets Prime Minister

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବ୍ରିନ୍ଦା ରାଣୀ ପଣ୍ଡା Photograph: (OTV)

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଲେ ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ରୀ ବ୍ରିନ୍ଦା ରାଣୀ ପଣ୍ଡା। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ଭାଗ ନେଇ ଓଡ଼ିଶାର ଏକ ମାତ୍ର ଛାତ୍ରୀ ଭାବେ ମନୋନୀତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। 

Advertisment

ଏଥିସହ କେନ୍ଦ୍ର ସରକାରଙ୍କ ଦ୍ବାରା ଆୟୋଜିତ ବୀର ଗାଥାରେ ୧ କୋଟି ୯୨ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ୧୦୦ ଜଣକ ମଧ୍ୟରେ ରହି ଦିଲ୍ଲୀରେ ପ୍ରଶଂସିତ ହୋଇଛନ୍ତି। 

  • ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଲେ ବ୍ରିନ୍ଦା ରାଣୀ ପଣ୍ଡା
  • ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ରୀ ବ୍ରିନ୍ଦା ରାଣୀ ପଣ୍ଡା
  • ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ଭାଗ ନେଇ ମୋଦିଙ୍କୁ ସାକ୍ଷାତ
Advertisment
PM Modi Berhampur Odisha News
Advertisment
Advertisment