Advertisment

Odisha Civil Services Exam: କରୋନା ପାଇଁ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର: କରୋନା ପାଇଁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷା(Main Written Test)। ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି Odisha Public Service Commission(OPSC) ପକ୍ଷରୁ କୁହାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Civil Services Exam: କରୋନା ପାଇଁ ଘୁଞ୍ଚିଲା ପରୀକ୍ଷା

exam

ଭୁବନେଶ୍ୱର: କରୋନା ପାଇଁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷା(Main Written Test)।

Advertisment

ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି Odisha Public Service Commission(OPSC) ପକ୍ଷରୁ କୁହାଯାଇଛି।

Advertisment
Advertisment