labourer
Advertisment
ଖଲ୍ଲିକୋଟ : କ୍ୟୁବାର ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ କ୍ରେନ୍ ଛିଣ୍ଡି ପଡିବାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କହ୍ନେଇପୁର ଗ୍ରାମର ରମେଶ ମହାରଣା। ରମେଶଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ।
Advertisment
ଘରର ଏକମାତ୍ର ରୋଜଗାରିଆ ପୁଅର ବିୟୋଗ ଖବର ସମସ୍ତଙ୍କୁ ମର୍ମାହତ କରିଛି । ସେପଟେ ଆମେରିକାରୁ ରମେଶଙ୍କ ମରଶରୀର କିଭଳି ଅଣାଯିବ ସେନେଇ ଚିନ୍ତା ଘାରିଛି। ପରିବାରକୁ ରମେଶଙ୍କ ଶବକୁ ଗାଁକୁ ଫେରାଇ ଆଣିବା ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ପରିବାର ଲୋକେ ଗୁହାରୀ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/labourer_1626691325.jpg)