Advertisment

ଆମେରିକାରେ ଓଡ଼ିଆ ଝିଅଙ୍କ ସଫଳତା

ଭୁବନେଶ୍ୱର : ଆମେରିକାରେ ଓଡ଼ିଆ ଝିଅଙ୍କ ସଫଳତା। ଆମେରିକାର ଚିକାଗୋରେ ଅନୁଷ୍ଠିତ ଇଣ୍ଟରନାସନାଲ ଇଣ୍ଡିଆନ୍ ଆଇକନ୍-୨୦୧୯ରେ ଓଡ଼ିଆ ଝିଅ ସ୍ୱାଗତିକା ମହାନ୍ତି ପାଇଛନ୍ତି BEST PERSONALITY ଆୱାର୍ଡ। ଏହି ଫେସନ୍ ସୋ’ରେ ପୃଥିବୀର ବିଭିନ୍ନ ଦେଶରୁ ୧୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ କଟକର ସ୍ୱାଗତିକା ଏହି ସଫଳତା ହାସଲ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ କରିବା ପରେ ସ୍ୱାଗତିକା ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଫେସନ୍, ମଡେଲିଂ, […]

ଆମେରିକାରେ ଓଡ଼ିଆ ଝିଅଙ୍କ ସଫଳତା

swagatika

Advertisment

ଭୁବନେଶ୍ୱର : ଆମେରିକାରେ ଓଡ଼ିଆ ଝିଅଙ୍କ ସଫଳତା। ଆମେରିକାର ଚିକାଗୋରେ ଅନୁଷ୍ଠିତ ଇଣ୍ଟରନାସନାଲ ଇଣ୍ଡିଆନ୍ ଆଇକନ୍-୨୦୧୯ରେ ଓଡ଼ିଆ ଝିଅ ସ୍ୱାଗତିକା ମହାନ୍ତି ପାଇଛନ୍ତି BEST PERSONALITY ଆୱାର୍ଡ।

Advertisment

ଏହି ଫେସନ୍ ସୋ’ରେ ପୃଥିବୀର ବିଭିନ୍ନ ଦେଶରୁ ୧୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ କଟକର ସ୍ୱାଗତିକା ଏହି ସଫଳତା ହାସଲ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ କରିବା ପରେ ସ୍ୱାଗତିକା ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଫେସନ୍, ମଡେଲିଂ, ଡ୍ୟାନ୍ସ, କୋରିଓଗ୍ରାଫି, ପେଣ୍ଟିଂରେ ତାଙ୍କର ରୁଚି ରହିଛି।  ଏବେ ସ୍ୱାଗତିକା ତାଙ୍କର ସ୍ୱାମୀ ଓ ପୁଅ ସହ କାଲିଫର୍ଣ୍ଣିଆରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ