Advertisment

ଆସ କମ୍ପ୍ରମାଇଜ କରିବା...ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କଲେ ଯୁବକଙ୍କୁ

ଭୁବନେଶ୍ୱର : ଅଭିନେତ୍ରୀଙ୍କ ପ୍ରେମ, ପ୍ରତାରଣା ଘଟଣାର ନୂଆ ମୋଡ଼ । ଶେଷରେ ଲାପଟପ୍‌ ଫେରାଇବା ପାଇଁ ଓଲିଉଡ ଅଭିନେତ୍ରୀ ଯୁବକଙ୍କୁ ଭୁବନେଶ୍ୱର ଡାକିଛନ୍ତି। ଏହି ଘଟଣାର କମ୍ପ୍ରମାଇଜ କରିବାକୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କରି ଯୁବକଙ୍କୁ ଡାକିଛନ୍ତି। ଆଉ ଦେଇଥିବା ଜିନିଷ ନେଇଯିବାକୁ ମଧ୍ୟ କହିଛନ୍ତି । ଗତକାଲି କିଛି ନେଇନଥିଲେ ବୋଲି କହୁଥିବା ଅଭିନେତ୍ରୀ ଆଜି ଯୁବକଙ୍କୁ ଡାକିବା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଉପସ୍ଥିତିରେ ନିଜେ ଦେଇଥିବା ସବୁ ସାମଗ୍ରୀ ନେବେ […]

ଆସ କମ୍ପ୍ରମାଇଜ କରିବା...ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କଲେ ଯୁବକଙ୍କୁ

love

Advertisment

ଭୁବନେଶ୍ୱର : ଅଭିନେତ୍ରୀଙ୍କ ପ୍ରେମ, ପ୍ରତାରଣା ଘଟଣାର ନୂଆ ମୋଡ଼ । ଶେଷରେ ଲାପଟପ୍‌ ଫେରାଇବା ପାଇଁ ଓଲିଉଡ ଅଭିନେତ୍ରୀ ଯୁବକଙ୍କୁ ଭୁବନେଶ୍ୱର ଡାକିଛନ୍ତି।

Advertisment

ଏହି ଘଟଣାର କମ୍ପ୍ରମାଇଜ କରିବାକୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କରି ଯୁବକଙ୍କୁ ଡାକିଛନ୍ତି। ଆଉ ଦେଇଥିବା ଜିନିଷ ନେଇଯିବାକୁ ମଧ୍ୟ କହିଛନ୍ତି । ଗତକାଲି କିଛି ନେଇନଥିଲେ ବୋଲି କହୁଥିବା ଅଭିନେତ୍ରୀ ଆଜି ଯୁବକଙ୍କୁ ଡାକିବା ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ଉପସ୍ଥିତିରେ ନିଜେ ଦେଇଥିବା ସବୁ ସାମଗ୍ରୀ ନେବେ ବୋଲି ଯୁବକ ଜଣଙ୍କ ମଧ୍ୟ କହିଛନ୍ତି।

Advertisment

ଉଲ୍ଲେଖନୀୟ ଯେ,ପଦ୍ମ ରାଜୁ ରବିକୁମାର ନାମକ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ବିରୁଦ୍ଧରେ ପ୍ରେମ, ପ୍ରତାରଣା ଓ ଲୁଟ୍‌ କରିଥିବାର ଅଭିଯୋଗ ଆଣିଥିଲେ।  ପ୍ରେମ  ଓ ବିବାହ ପର୍ଯ୍ୟନ୍ତ କଥା ଯାଇଥିବା ରବି କୁମାର ଅଭିଯୋଗ କରିଥିଲେ । ଓଲିଉଡ ଅଭିନେତ୍ରୀ ଜଣଙ୍କ ପ୍ରତାରଣା ଦେବାପରେ  ଯୁବକ ଜଣଙ୍କ ଏନେଇ ଡିଜିପି ଏବଂ ଡିସିପିଙ୍କୁ  ମେଲ ଯୋଗେ ଜଣାଇଥିଲେ। ଗତକାଲି ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଆଲୋଚନା ଜୋର ଧରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ