Advertisment

ପରୀକ୍ଷା ଚାଲିଛି ହେଲେ ଆଲୁଅ ନାହିଁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଭେପଦର ଗାଁରେ ୧୪ ଦିନ ହେଲା ଲାଇନ୍ ନାହିଁ।  ପରୀକ୍ଷା ଚାଲିଥିବା ବେଳେ ବିଜୁଳି ନଥିବାରୁ ପାଠପଢ଼ାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଗାଁ ନିଟକରେ ଥିବା ଛାତ୍ରୀ ନିବାସରେ ପିଲାଏ ଲଣ୍ଠନ, ଦୀପ ଜାଳି ବହୁ କଷ୍ଟରେ ପଢୁଛନ୍ତି। ସେପଟେ ଗ୍ରାମବାସୀ ବି ଡିବିରି ଆଲୁଅରେ ଚଳୁଛନ୍ତି। ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତକାଟ ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ଲୋକେ। ଏନେଇ ବିଦ୍ୟୁତ ବିଭାଗ ଓ ଜିଲ୍ଲା ମଙ୍ଗଳ […]

ପରୀକ୍ଷା ଚାଲିଛି ହେଲେ ଆଲୁଅ ନାହିଁ

light

Advertisment

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଭେପଦର ଗାଁରେ ୧୪ ଦିନ ହେଲା ଲାଇନ୍ ନାହିଁ।  ପରୀକ୍ଷା ଚାଲିଥିବା ବେଳେ ବିଜୁଳି ନଥିବାରୁ ପାଠପଢ଼ାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ।

Advertisment

light2ଗାଁ ନିଟକରେ ଥିବା ଛାତ୍ରୀ ନିବାସରେ ପିଲାଏ ଲଣ୍ଠନ, ଦୀପ ଜାଳି ବହୁ କଷ୍ଟରେ ପଢୁଛନ୍ତି। ସେପଟେ ଗ୍ରାମବାସୀ ବି ଡିବିରି ଆଲୁଅରେ ଚଳୁଛନ୍ତି। ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତକାଟ ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ଲୋକେ। ଏନେଇ ବିଦ୍ୟୁତ ବିଭାଗ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ