Advertisment

Non-Veg Food Sale Banned: ଗଣତନ୍ତ୍ର ଦିବସରେ ଆମିଷ ନିଷେଧ, ନିରାମିଷ ଖାଇବାକୁ ଅନୁରୋଧ

ଗଣତନ୍ତ୍ର ଦିବସରେ ଆମିଷ ନିଷେଧ। କୋରାପୁଟ ଜିଲ୍ଲାରେ ଜାନୁଆରୀ ୨୬ରେ ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ। ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଏଭଳି ନିର୍ଦ୍ଦେଶନାମା ଜାରି କରିଛି।

Nonveg

Nonveg Photograph: (OTV)

Advertisment

ଗଣତନ୍ତ୍ର ଦିବସରେ ଆମିଷ ନିଷେଧ। କୋରାପୁଟ ଜିଲ୍ଲାରେ ଜାନୁଆରୀ ୨୬ରେ ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ। ଏନେଇ ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। 

Advertisment

ଯେଉଁଥିରେ ଜାନୁଆରୀ ୨୬ ଦିନ ମାଂସ, ଚିକେନ୍, ଅଣ୍ଡା ଓ ମାଛ ସମେତ ଆମିଷ ଜାତୀୟ ଖାଦ୍ୟ ବିକ୍ରି ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି। ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥିସହ ଆସନ୍ତା ୭୭ ତମ ଗଣତନ୍ତ୍ର ଦିବସରେ ନିରାମିଷ ଖାଇବାକୁ ଅନୁରୋଧ କରିଛନ୍ତି। ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନର ଏଭଳି ନିର୍ଦ୍ଦେଶନାମାକୁ ନେଇ ସବୁଠି ଚର୍ଚ୍ଚା।

ଗଣତନ୍ତ୍ର ଦିବସରେ ଆମିଷ ନିଷେଧ
ଜାନୁଆରୀ ୨୬ରେ ଆମିଷ ବିକ୍ରି ନିଷେଧ ନିର୍ଦ୍ଦେଶ
କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା 
ମାଂସ, ଚିକେନ୍, ଅଣ୍ଡା ଓ ମାଛ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ
ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଚିଠି
ଗଣତନ୍ତ୍ର ଦିବସରେ ନିରାମିଷ ଖାଇବାକୁ ଅନୁରୋଧ

Advertisment
Raw Non-vegetarian Items Nonvegetarians
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ