Advertisment

ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବନି

ଭୁବନେଶ୍ୱର : ରାଜ୍ୟରେ ମିଳିବନି ଗଞ୍ଜେଇ ଚାଷ ପାଇଁ ଅନୁମତି। ଗଞ୍ଜେଇ ଚାଷ ପୂର୍ବ ଭଳି ବେଆଇନ ରହିବ । ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏନେଇ ସୂଚନା ଦିଆଯାଇଛି । ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏହି ପ୍ରସ୍ତାବକୁ ଖାରଜ କରିଛି ଆଇନ ବିଭାଗ। ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗଞ୍ଜେଇ ଚାଷକୁ ନେଇ ବିସ୍ତୁତ […]

ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବନି

exise

Advertisment

ଭୁବନେଶ୍ୱର : ରାଜ୍ୟରେ ମିଳିବନି ଗଞ୍ଜେଇ ଚାଷ ପାଇଁ ଅନୁମତି। ଗଞ୍ଜେଇ ଚାଷ ପୂର୍ବ ଭଳି ବେଆଇନ ରହିବ । ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏନେଇ ସୂଚନା ଦିଆଯାଇଛି ।

Advertisment

ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏହି ପ୍ରସ୍ତାବକୁ ଖାରଜ କରିଛି ଆଇନ ବିଭାଗ। ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗଞ୍ଜେଇ ଚାଷକୁ ନେଇ ବିସ୍ତୁତ ଭାବେ ଆଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ