Advertisment

ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ହେଲେ ଦେବାକୁ ପଡ଼ିବ ନାହିଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ସ୍ୱତନ୍ତ୍ର ଭାବେ ଆଉ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ରାଜସ୍ଥାନର ଜୟପୁରରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ସର୍ବଭାରତୀୟ ଏକକ ପ୍ରବେଶିକା ପରୀକ୍ଷାରେ ସାମିଲ ହେବ ଓଡ଼ିଶାର ଏହି ସେଣ୍ଟ୍ରାଲ ୟୁନିଭର୍ସିଟି। ଏହି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଆଇ. ରାମ ବ୍ରହ୍ମମ। ଏପରି ହେଲେ କୋରାପୁଟ ଅଂଚଳର ଛାତ୍ରଛାତ୍ରୀ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଏକା ସାଙ୍ଗରେ ଆବେଦନ କରିପାରିବେ। କୋରାପୁଟ […]

ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ହେଲେ ଦେବାକୁ ପଡ଼ିବ ନାହିଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା

koraput

Advertisment

ଭୁବନେଶ୍ୱର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ସ୍ୱତନ୍ତ୍ର ଭାବେ ଆଉ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ରାଜସ୍ଥାନର ଜୟପୁରରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ସର୍ବଭାରତୀୟ ଏକକ ପ୍ରବେଶିକା ପରୀକ୍ଷାରେ ସାମିଲ ହେବ ଓଡ଼ିଶାର ଏହି ସେଣ୍ଟ୍ରାଲ ୟୁନିଭର୍ସିଟି। ଏହି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଆଇ. ରାମ ବ୍ରହ୍ମମ।

Advertisment

ଏପରି ହେଲେ କୋରାପୁଟ ଅଂଚଳର ଛାତ୍ରଛାତ୍ରୀ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଏକା ସାଙ୍ଗରେ ଆବେଦନ କରିପାରିବେ। କୋରାପୁଟ ସୁନାବେଡ଼ାରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟିରେରେ ପାଠ ପଢ଼ିବା ପାଇଁ ସହଜରେ ଆବେଦନ କରିପାରିବେ ବାହାର ରାଜ୍ୟର ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ ଓ ଆକର୍ଷଣୀୟ କରିବାକୁ ପଦକ୍ଷେପ ନିଆଯାଉଥିବା କୁଳପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ